Addition of Decimals in Odia | ଦଶମିକର ଯୋଗ କିପରି କରାଯାଏ ?

ସାଧାରଣ ଯୋଗ ଯେପରି କରାଯାଏ ସେହିପରି ଆମେ ଦଶମିକ ର ଯୋଗ ମଧ୍ୟ କରିଥାଉ ।

ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ବ୍ୟବହାର କରି ଦଶମିକର ଯୋଗ କରାଯାଏ:

ପଦାଙ୍କ 1 ପ୍ରଥମେ ଆମେ ସବୁ ଅଙ୍କ କୁ ସ୍ଥାନୀୟମାନ ହିସାବ ରେ ଲେଖିବା । ଯାହା ତଳ ଚିତ୍ର ରେ ଦେଖୁ ଥିବ ।

ପଦାଙ୍କ 2 ସାଧାରଣ ଯୋଗ କରିବା ପରି ଆମେ ଏହା କୁ ଯୋଗ କରିବା ।ଯାହା ତଳ ଚିତ୍ର ରେ ଦେଖୁ ଥିବ ।

( 0.54+0.32=0.86 )

ଶେଷ ରେ ଆମେ ଉତ୍ତର ପାଇବା ପରେ ଯାହା ଉତ୍ତର ଆସିଛି ତାହା ଆମ ଉତ୍ତର ହେ।ଇ ଯିବ ।

( Note-ଦଶମିକ କୁ ଧ୍ୟାନ ଦେବା । )

ଅଭ୍ୟାସ ପାଇଁ ପ୍ରଶ୍ନ

(1) 0.4+0.9=?

(2) 0.32+0.51=?

(3) 1.2+2.1=?

(4) 3.21+2.11=?

(5) 3.2+1.46=?

(6) 6.111+1.876=?

(7) 3.87+2.19=?

(8) 546.8+34.98=?

(9) 6.3904+807.001=?

(10) 65.265001+198.3452=?

ଉତ୍ତର :

(1) 0.4+0.9=1.3

(2) 0.32+0.51=0.83

(3) 1.2+2.1=3.3

(4) 3.21+2.11=5.32

(5) 3.2+1.46=4.66

(6) 6.111+1.876=7.987

(7) 3.87+2.19=6.06

(8) 546.8+34.98=581.78

(9) 6.3904+807.001=813.3914

(10) 65.265001+198.3452=263.610201

Leave a comment