Subtracting Decimals in Odia | ଦଶମିକର ବିଯୋଗ କିପରି କରାଯାଏ ?

ସାଧାରଣ ବିଯୋଗ କରିବା ପରି ଆମେ ଦଶମିକର ବିଯୋଗ (subtraction of decimals) ମଧ୍ୟ କରିଥାଉ ଏଠାରେ ଆମକୁ ଦଶମିକ ଚିହ୍ନର ହିଁ ଧ୍ୟାନ ଦେବା କୁ ହେବ ।

ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ବ୍ୟବହାର କରି ଦଶମିକର ବିଯୋଗ (Subtracting Decimals) କରାଯାଏ:

STEP 1- ପ୍ରଥମେ ଆମେ ସବୁ ଅଙ୍କ କୁ ସ୍ଥାନୀୟମାନ ହିସାବ ରେ ଲେଖିବା । ଯାହା ତଳ ଚିତ୍ର ରେ ଦେଖୁ ଥିବ ।

STEP 2- ସାଧାରଣ ବିଯୋଗ କରିବା ପରି ଆମେ ଏହା କୁ ବିଯୋଗ କରିବା । ଯାହା ତଳ ଚିତ୍ର ରେ ଦେଖୁ ଥିବ ।

(9.75-5.41=4.34)

ଶେଷ ରେ ଆମେ ଉତ୍ତର ପାଇବା ପରେ ଯାହା ଉତ୍ତର ଆସିଛି ତାହା ଆମ ଉତ୍ତର ହେ।ଇ ଯିବ ।

( Note-ଦଶମିକ କୁ ଧ୍ୟାନ ଦେବା । )

ଅଭ୍ୟାସ ପାଇଁ ପ୍ରଶ୍ନ:

(1) 0.98-0.81=?

(2) 0.61-0.50=?

(3) 0.45-0.32=?

(4) 4.5-4.2=?

(5)8.9-7.8 =?

(6) 9.234-5.112=?

(7) 7.645-5.321=?

(8) 9.998-1.776=?

(9) 98.091-56.901=?

(10)276.435-167.331=?

ଉତ୍ତର :

(1) 0.98-0.81=0.17

(2) 0.61-0.50=0.11

(3) 0.45-0.32=0.13

(4) 4.5-4.2=0.3

(5)8.9-7.8 = 1.1

(6) 9.234-5.112=4.122

(7) 7.645-5.321=2.324

(8) 9.998-1.776=8.222

(9) 98.091-56.901=41.19

(10)276.435-167.331=109.104

Leave a comment