ହରଣ ମାନେ କ’ଣ ? ଭାଗକ୍ରିୟା ଯେପରି 12 ରେ 4 ତିନି ଥର ଅଛି । ଯଦି ହରଣ ରେ ଭାଜକ ଓ ଭାଜ୍ୟ ଭଗ୍ନସଂଖ୍ୟା ହୋଇଥିବା ବେଳେ , ଭାଗଫଳ ପାଇବା ପାଇଁ ଭାଜ୍ୟକୁ ଭାଜକର ଓଲଟା ଭଗ୍ନସଂଖ୍ୟା ଦ୍ଵାରା ଗୁଣନ କରିଥାଉ । ଅର୍ଥାତ ( ଲବକୁ ହର ଓ ହରକୁ ଲବ ନେଇ ଯେଉଁ ଭଗ୍ନସଂଖ୍ୟା ମିଳେ ସେହି ସଂଖ୍ୟା )
ଜାଣିରଖ : ଗୋଟିଏ ଭଗ୍ନସଂଖ୍ୟାର ଲବକୁ ହର ଓ ହରକୁ ଲବ ରୂପେ ନେଇ ଯେଉଁ ଭଗ୍ନସଂଖ୍ୟା ଲେଖାଯାଏ, ତାକୁ ପ୍ରଥମ ଭଗ୍ନସଂଖ୍ୟାର ପ୍ରତିଲୋମି ବା ବ୍ୟୁତକ୍ରମ କୁହାଯାଏ ।

ଯେପରି 4 ଓ 4/1 ଉଭୟ ସମାନ ସେଥିପାଇଁ ଭାଜକକୁ 1/4 ସହ ଗୁଣନ କରାଗଲା । ପରିଶେଷ ରେ ଯାହା ଉତ୍ତର ଆସିଲା ତାହା ସରଳ ରୂପ ରେ ରହିଥାଏ 1/6 ଏହା ହେଲା ସରଳ ରୂପ ।
ଉଦାହରଣ 3/7÷6/5

ଉପେରେ ଦେଖୁଥିବା ହରଣ କରିବା ପାଇଁ ସୂତ୍ର ମଧ୍ୟ ରହିଛି ଏହି ସୂତ୍ର ସବୁ ଜାଗା ରେ ବ୍ୟବହାର ହେବ ।
ଯେପରି 6/5 କୁ ଓଲଟା କରିଲେ 5/6 ହେବ ଏବଂ ତାକୁ ଭାଜକ ସହିତ ଗୁଣନ କରାଗଲା ।
ଉତ୍ତର = 5/14 ଏହା ସରଳ ରୂପ ରେ ଅଛି । ଆଉ ଛୋଟ ହେଇପାରିବ ନ।ହିଁ ।
ଅଭ୍ୟାସ ପାଇଁ ପ୍ରଶ୍ନ:
(1)3/2÷4/6=?
(2) 4/1 ÷3/4=?
(3) 7/2 ÷6/4=?
(4) 5/3 ÷4/8=?
(5)7/9÷9/2 =?
(6) 3/5 ÷6/9=?
(7) 6/1 ÷7/3=?
(8) 13/34 ÷ 24/21=?
(9) 2/5 ÷7/6=?
(10)8/3 ÷9/2=?
ଉତ୍ତର :
(1)3/2÷4/6=9/8
(2) 4/1 ÷3/4=16/3
(3) 7/2 ÷6/4=14/3
(4) 5/3 ÷4/8=10/3
(5)7/9÷9/2 =14/81
(6) 3/5 ÷6/9=9/10
(7) 6/1 ÷7/3=18/7
(8) 13/34 ÷ 24/21=91/816
(9) 2/5 ÷7/6=12/35
(10)8/3 ÷9/2=16/27
(3) 72÷64=143\frac{7}{2} \div \frac{6}{4} = \frac{14}{3}27÷46=314
(4) 53÷48=103\frac{5}{3} \div \frac{4}{8} = \frac{10}{3}35÷84=310
(5) 79÷92=1481\frac{7}{9} \div \frac{9}{2} = \frac{14}{81}97÷29=8114
(6) 35÷69=910\frac{3}{5} \div \frac{6}{9} = \frac{9}{10}53÷96=109
(7) 61÷73=187\frac{6}{1} \div \frac{7}{3} = \frac{18}{7}16÷37=718
(8) 1334÷2421=91816\frac{13}{34} \div \frac{24}{21} = \frac{91}{816}3413÷2124=81691
(9) 25÷76=1235\frac{2}{5} \div \frac{7}{6} = \frac{12}{35}52÷67=3512
(10) 83÷92=1627\frac{8}{3} \div \frac{9}{2} = \frac{16}{27}38÷29=2716