Multiplying Fractions in Odia | ଭଗ୍ନାଂଶର ଗୁଣନ କିପରି କରାଯାଏ ?

ଭଗ୍ନାଂଶ ର ଗୁଣନ କରିବା ସହଜ ଏଠାରେ ଆମେ ଲବ କୁ ଲବ ସହିତ ଗୁଣନ କରିଥାଉ ଓ ହର କୁ ହର ସହିତ ଗୁଣନ କରିଥାଉ ।

ଏହାକୁ ବୁଝିବା ପାଇଁ ଆମେ ଗୋଟିଏ ଉଦାହରଣ ନେବା ।

ଯେମିତି ଉପର ଚିତ୍ର ରେ ଦେଖୁ ଥିବ ଗୁଣନ କରିବା ପାଇଁ ସୂତ୍ର ମଧ୍ୟ ଅଛି ଏହା ସବୁ ଜାଗା ରେ ବ୍ୟବହାର ହେବ । ଗୁଣନ କରି ସାରିବା ପରେ ଆମେ ଶେଷ ରେ ଆମେ ଉତ୍ତର କୁ ସରଳ ରୂପ ରେ ରଖିବା ।

ଉତ୍ତର = 8/21 ଏହା ଆଉ ଛୋଟ ହେଇ ପାରିବ ନ।ହିଁ ।

ଅଭ୍ୟାସ ପାଇଁ ପ୍ରଶ୍ନ:

(1) 2/4×3/2=?

(2) 4/3×5/2=?

(3) 8/5×7/4=?

(4) 9/2×6/7=?

(5) 3/8×2/5=?

(6) 1/5×7/5=?

(7) 8/6×3/4=?

(8) 2/7×11/5=?

(9) 23/7×3/25=?

(10) 32/4×65/9=?

(11) 34/8×71/14=?

(12) 54/5×52/ 54=?

(13) 7/6×3/13=?

(14) 82/4×5/12=?

(15) 8/15×57/14=?

ଉତ୍ତର :

(1) 2/4×3/2=3/4

(2) 4/3×5/2=10/3

(3) 8/5×7/4=14/5

(4) 9/2×6/7=27/7

(5) 3/8×2/5=3/20

(6) 1/5×7/5=7/25

(7) 8/6×3/4=1

(8) 2/7×11/5=22/35

(9) 23/7×3/25=69/175

(10) 32/4×65/9=130/9

(11) 34/8×71/14=1207/56

(12) 54/5×52/ 54=52/5

(13) 7/6×3/13=7/26

(14) 82/4×5/12=205/12

(15) 8/15×57/14=76/35

Leave a comment