ପୂର୍ଣ୍ଣ ସଂଖ୍ୟା ବିଯୋଗ ପରି ଭଗ୍ନାଂଶର ବିଯୋଗରେ ଦୁଇ ବା ଅଧିକ ଭଗ୍ନାଂଶକୁ କାଟି ଥାଉ । ଏହା ପୂର୍ଣ୍ଣ ସଂଖ୍ୟା ର ବିଯୋଗ ଭଳି ସିଧା ସଳଖ କାଟି ହୁଏ ନ।ହିଁ ଭଗ୍ନାଂଶର ବିଯୋଗ କରିବା ପାଇଁ ବିଭିନ୍ନ ପ୍ରକ୍ରିୟା ରହିବ ଏଠି ଆମେ ଗୋଟିଏ ପ୍ରକ୍ରିୟା ସମହର ଭଗ୍ନାଂଶ ଓ ଗୋଟିଏ ପ୍ରକ୍ରିୟା ଅସମହର ଭଗ୍ନାଂଶକୁ ବିଯୋଗ କରିବା ପାଇଁ ପଡିବ ଏହାକୁ ମୁଖ୍ୟତଃ 2ଟି ସ୍ତର ରେ ପଢିବା ।
ସ୍ତର 1
ଏହି ସ୍ତର ରେ ସମହର [ ସମାନ ହର ବିଶିଷ୍ଟ ଭଗ୍ନାଂଶ ] ଭଗ୍ନାଂଶର ବିଯୋଗ କିପରି କରାଯାଏ ଜାଣିବା ।
ସମହର ଭଗ୍ନାଂଶ ବିଯୋଗ କିପରି କରାଯାଏ ?
ସମହର ର ଭଗ୍ନାଂଶକୁ ସିଧା ସଳଖ ପୂର୍ଣ୍ଣ ସଂଖ୍ୟା ବିଯୋଗ ପରି ବିଯୋଗ କରିବା ଯେଉଁ ଥିରେ
ହର ସ୍ଥାନ କୁ ସମାନ ଲେଖି କେବଳ ଲବ କୁ ବିଯୋଗ କରିବା
ଉଦାହରଣ

ଉତ୍ତର = 3/4 ଏହା ସରଳ ରୂପ ରେ ଅଛି ଆଉ ଛୋଟ ହେବ ନ।ହିଁ ।
କିନ୍ତୁ ସମହର ଭଗ୍ନାଂଶରେ ପ୍ରକ୍ରିୟାରେ ଅସମହର ଭଗ୍ନାଂଶକୁ ବିଯୋଗ କରି ହୁଏ ନ।ହିଁ । ଏହାକୁ କରିବା ପାଇଁ [ ଅସମହର ଭଗ୍ନାଂଶକୁ ସମହର ଭଗ୍ନାଂଶରେ ପରିଣିତ କରିବା ସମଭଗ୍ନାଂଶ ସାହାର୍ଯ୍ୟ ନେଉ ] ସାଧାରଣତଃ ଦୁଇଟି ପ୍ରକ୍ରିୟା ରହିଛି । ପ୍ରଥମ ଟି ବଜ୍ରଗୁଣନର ସାହାର୍ଯ୍ୟରେ ଯାହାକି ଭଗ୍ନାଂଶର ବିଯୋଗ ପ୍ରଥମେ କରିବା ପାଇଁ ଶିଖିବା । ଦ୍ବିତୀୟ ଲସାଗୁ ସାହାର୍ଯ୍ୟ ରେ ,ଏଠାରେ ଲସ।ଗୁ, ଗୁଣନ , ହରଣ ସବୁ ଦରକାର ହେଇଥାଏ ।
ସ୍ତର 2
ଅସମହର ଭଗ୍ନାଂଶର ବିଯୋଗ ବଜ୍ରଗୁଣନ ବ୍ୟବହାର କରି କିପରି କରାଯାଏ ?
ପ୍ରଥମ ଭଗ୍ନାଂଶର ଲବକୁ ଦ୍ବିତୀୟ ଭଗ୍ନାଂଶର ହର ଦ୍ବାରା ଗୁଣନ କରିବା
ଦ୍ବିତୀୟ ଭଗ୍ନାଂଶର ଲବକୁ ପ୍ରଥମ ଭଗ୍ନାଂଶର ହର ଦ୍ବାରା ଗୁଣନ କରିବା
ଭଗ୍ନାଂଶର ଅନ୍ତିମ ବିଯୋଗଫଳର ଲବ ପାଇଁ , ପ୍ରଥମ ଦୁଇ STEP ର ଗୁଣଫଳ କୁ ମିଶାଇବା
ଭଗ୍ନାଂଶର ଯୋଗଫଳ ହର ପାଇଁ , ଦତ୍ତ ଭଗ୍ନାଂଶର ଦୁଇ ହର ଗୁଣନ କରିବ ।
ଉତ୍ତର କୁ ସରଳ ରୂପ ରେ ରଖିବା ପାଇଁ ବିଭାଜ୍ୟ ହେଉଥିଲେ ବିଭାଜ୍ୟର ନିୟମ ବ୍ୟବହାର କରି ବିଭାଜ୍ୟ କରିଦେବା ।
NOTE –( ଏହି ପ୍ରକ୍ରିୟା ପ୍ରଥମ ଦୁଇ STEP [ ପ୍ରଥମ ଲବ × ଦ୍ବିତୀୟ ହର ଓ ଦ୍ବିତୀୟ ଲବ × ପ୍ରଥମ ହର ] କୁ ବଜ୍ରଗୁଣନ କୁହାଯାଏ )
ଉଦାହରଣ 4/6-1/8
ଲବ ଓ ହର ର ବଜ୍ରଗୁଣନ କରିବା

4×8=32, 6 ×1=6
ବଜ୍ରଗୁଣନ କୁ ବିଯୋଗ କରିବା ଯାହା ବିଯୋଗ ର ଲବ ହେବ
32-16=16(ଲବ)
ଦୁଇ ହର କୁ ଗୁଣନ କରିବା ଯାହା ବିଯୋଗ ର ହର ହେବ
6 ×8=48
ଭଗ୍ନାଂଶର ବିଯୋଗଫଳ
4/6-1/8=16/48 ଏହା ସରଳ ରୂପ ରେ ନ।ହିଁ ଏହାକୁ ସରଳ ରୂପ ରେ କଲେ 1/3 ଏହା ସରଳ ରୂପ ରେ ଆସିଲା ।
ସ୍ତର 3
ଅସମହର ଭଗ୍ନାଂଶର ବିଯୋଗ ଲସାଗୁ ବ୍ୟବହାର କରି କିପରି କରାଯାଏ ।
Step 1- ପ୍ରଥମେ ଦିୟାଯାଇଥିବା ଭଗ୍ନାଂଶର ହର ଗୁଡିକର ଲସାଗୁ ହିସାବ କରିବା । ଯାହା କି ଏହି ଯୋଗଫଳ ଉତ୍ତରର ହର ହେବ ।
Step 2-ପୁଣି ସମସ୍ତ ହର କୁ ପୁଣି ଗୋଟି ଗୋଟି କରି ଲସାଗୁ ସହିତ ହରଣ କରି ତାର ଅନୁରୂପ ଲବ ସହିତ ଗୁଣନ କରି ଶେଷରେ ବିୟୋଗ କରିବା । ଯାହା କି ଏହି ବିୟୋଗଫଳ ଉତ୍ତରର ଲବ ହେବ । ତଳ ଚିତ୍ରରେ ଦେଆଯାଇଛି ।
Step 3-ଏହି ଯୋଗଫଳ ଉତ୍ତର = step 2ର ଉତ୍ତର (ଲବ) ବିଭକ୍ତକ step 1ର ଉତ୍ତର (ହର) ।ତଳ ଚିତ୍ରରେ ଦେଖାଯାଇଛି ।
ଉଦାହରଣ-1 8/3-6/9=?

ଉଦାହରଣ-1 5/6-3/18=?
9 ÷3=3, 8×3=24
