ସାଧାରଣତଃ ଆମେ ସଂଖ୍ୟା ର ବ୍ୟବହାର କରି ଗାଣିତିକ ବିଷୟ ବସ୍ତୁ କରିଥାଉ । ଯଦି ସଂଖ୍ୟାକୁ ଛାଡି ଅନ୍ୟ କୌଣସି ସଂକେତ ବ୍ୟବହାର କରି ବିଭିନ୍ନ ଗାଣିତିକ ପ୍ରକ୍ରିୟା କରିବା ବିଷୟ ବସ୍ତୁକୁ ବୀଜଗଣିତ କୁହାଯାଏ । ଏଠାରେ ଆମେ ବିଯୋଗ କରିବା ପାଇଁ ଶିଖିବା ।
What is like term | ସଦୃଶ୍ୟ ରାଶି କ’ଣ ?
ପଦଗୁଡିକର ଆକ୍ଷରିକ ବିଜଗୁଡିକ ସମାନ ଏବଂ ବିଜଗୁଡିକର ଘାତାଙ୍କ ସମାନ ହୋଇଥିଲେ ଉକ୍ତ ପଦଗୁଡିକୁ ସାଦୃଶ୍ୟ ରାଶି କୁହାଯାଏ
ଉଦାହରଣ ସ୍ୱରୂପ – 7x,23x,8x,-11x
What is unlike term |ଅଦୃଶ୍ୟ ରାଶି କଣ ?
ପଦଗୁଡିକର ଆକ୍ଷରିକ ବିଜଗୁଡିକ ଅସମାନ ଏବଂ ବିଜଗୁଡିକର ଘାତାଙ୍କ ସମାନ ହୋଇ ନଥିଲେ ଉକ୍ତ ପଦଗୁଡିକୁ ଅସଦୃଶ୍ୟ ରାଶି କୁହାଯାଏ
ଉଦାହରଣ ସ୍ଵରୂପ – 3xy,-23x,9y
How to do Subtraction of Algebraic Expressions |ବୀଜଗଣିତ ର ବିଯୋଗ କିପରି କରଯାଏ ?
ଯୋଗ ରେ ଆମେ କେବଳ ସଦୃଶ୍ୟ ରାଶି ର ବିଯୋଗ କରିପାରିବା ଯେଉଁଥିରେ ପ୍ରତେକ ପଦର ଘାତାଙ୍କ ସମାନ ଥିବା ଦରକାର ।
ଉଦ।ହରଣ ସ୍ଵରୂପ–

ଉଦ।ହରଣ ସ୍ଵରୂପ–
